ଗୋଡ଼ ହାତ ଥରୁଛି କି? ଜାଣନ୍ତୁ କାହିଁକି | Dr Akhila Kumar Panda on Parkinson’s Disease in Odia
About this video
ବୟସ ବଢ଼ିବା ସହିତ ଅନେକ ସମୟରେ ହାତ ଗୋଡ଼ ଥରିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ପାର୍କିନସନ୍ ରୋଗର ଲକ୍ଷଣ ହୋଇପାରେ। ଏହାର ଚିକିତ୍ସା ସମ୍ଭବ। ପାର୍କିନସନ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଖିଳ କୁମାର ପଣ୍ଡାଙ୍କଠାରୁ ଆସନ୍ତୁ ଜାଣିବା।