ଗଣ୍ଠିବ୍ୟଥାରେ ପିଆର୍‌ପି ଚିକିତ୍ସା | Platelet-Rich Plasma Treatment for Arthritis | Dr Rajendra Sahoo

Dr Rajendra Sahoo13 May 202211:432.8K views

About this video

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ପିଆର୍‌ପି ବା ପ୍ଲେଟ୍‌ଲେଟ୍‌ ରିଚ୍‌ ପ୍ଲାଜ୍‌ମା ଥେରାପିର ବ୍ୟବହାର କରାଯାଉଛି। ଏହି ଚିକିତ୍ସା ପଦ୍ଧତିରେ ଗଣ୍ଠିବାତ ବା ଅଷ୍ଟିଓ ଆର୍ଥ୍ରାଇଟିସ୍‌, ଟେନିସ୍‌ ଏଲ୍‌ବୋ ଭଳି ସମସ୍ୟାର ଚିକିତ୍ସା କରାଯାଇପାରୁଛି। ତେବେ ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ପିଆରପି ଚିକିତ୍ସା ବିଷୟରେ ଅଧିକ ଜାଣିବା।