ମଦ୍ୟପାନ ଓ ଲିଭର | Effects of Alcohol on Liver in Odia | Dr Shakti Prasad Choudhury

Dr Shakti Prasad Choudhury6 March 20239:416.9K views

About this video

ଲିଭର ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। କିନ୍ତୁ ବର୍ତ୍ତମାନ ପତଳା ଏବଂ ମଦ୍ୟପାନ ନ କରୁଥିଲେ ବି ହୋଇପାରେ ଲିଭର ସିରୋସିସ୍‌। ଏହି ରୋଗକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବେ, ଆସନ୍ତୁବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଅଧିକ ଜାଣିବା।