କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Hair Fall: How to Prevent? in Odia | Dr Manas Ranjan Puhan
About this video
ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ପ୍ରକାରର ଘରୋଇ ଉପଚାର ଏବଂ ଅନ୍ଧବିଶ୍ୱାସକୁ ମଧ୍ୟ ଆପଣାଉଛନ୍ତି। କେଶ ଝଡ଼ିବାର ନିରାକରଣ ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ପଡ଼ିବ। ତେବେ କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା