ଭଙ୍ଗା ହାଡ଼ର ଚିକିତ୍ସା କେମିତି ହୁଏ? | Dr Basanta Kumar Behera on Bone Fracture | Treatment & Precaution

Dr Basanta Kumar Behera19 December 20208:3125K views

About this video

ବୟସ ବଢ଼ିବା ସହିତ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ତେବେ ଭଙ୍ଗା ହାଡ଼ର ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।