ଇଣ୍ଟରନେଟ୍‌ରେ ଜୁଆ ଖେଳ କେମିତି ବାହାରିବେ? | Internet Gambling Disorder in Odia | Dr Pallabi Sahu

Dr Pallabi Sahu10 July 202212:351.6K views

About this video

ଇଣ୍ଟରନେଟ୍‌ରେ ଜୁଆ ଖେଳ ହେଉଛି ଏକ ପ୍ରକାର ନିଶା। ବର୍ତ୍ତମାନ ସମୟରେ ଅଧିକାଂଶ ଶିଶୁ ଏବଂ କିଶୋରମାନେ ଏହି ନିଶାର ଶିକାର ହେଉଛନ୍ତି। ଯେପରି ମଦ୍ୟପାନ, ଧୂମପାନ, ତମାଖୁ ସେବନ ଏକ ପ୍ରକାର ନିଶା ସେହିଭଳି ଜୁଆ ଖେଳ ମଧ୍ୟ ଏକ ପ୍ରକାର ନିଶା। ଆସନ୍ତୁ ଜାଣିବା ଇଣ୍ଟରନେଟ୍‌ରେ ଜୁଆ ଖେଳିବାର ନିଶା ଏବଂ ଆପଣ କିମ୍ବା ଆପଣଙ୍କ ପିଲା ନିଶାସକ୍ତ ହେଲେ ଆପଣ କିପରି ଚିହ୍ନି ପାରିବେ ଓ ସେଥିରୁ କିପରି ମୁକୁଳାଇବେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ସାହୁଙ୍କଠାରୁ।