Skip to main content

ହଠାତ ସୁଗାର ସ୍ତର କମିଗଲେ କ’ଣ କରିବେ? | Low Blood Sugar: What to do? in Odia | Dr Sunil Kumar Kota

Dr Sunil Kumar Kota10 May 20263:05189 views

About this video

ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ଏହି ଅବସ୍ଥାରେ ରକ୍ତରେ ଶର୍କରା ପରିମାଣ ହଠାତ୍‌ କମିଯାଏ। ଆସନ୍ତୁ ଏନେଇ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସୁନୀଲ କୁମାର କୋଟା କ'ଣ କହୁଛନ୍ତି ଜାଣିବା। ରକ୍ତରେ ଶର୍କରା ସ୍ତର ହଠାତ‌ କମିଗଲେ କ'ଣ କରିବେ? Hypoglycaemia is a condition in which your blood sugar (glucose) level is lower than normal. People with Hypoglycaemia are likely to experience sweating, shakiness, dizziness, increased heartbeat, or anxiety-like symptoms. What to do if blood sugar levels suddenly drop? Let’s learn more from Dr Sunil Kumar Kota, an Endocrinologist. What to do if blood sugar levels suddenly drop? in Odia