କାହିଁକି ହୁଏ ବ୍ରେନ୍ ଷ୍ଟ୍ରୋକ୍? Dr Subhransu Sekhar Jena on Brain Stroke: Causes & Symptoms

Dr Subhransu Sekhar Jena29 October 202010:40120K views

About this video

ଆମ ଶରୀରର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଏଥିରେ ଥିବା କୋଷିକାଗୁଡ଼ିକ ନିରନ୍ତର ଭାବେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ, ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ବ୍ରେନ୍ ଷ୍ଟ୍ରୋକ୍ ହେଲେ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା କରାନଗଲେ ଜୀବନ ଯିବାର ମଧ୍ୟ ଯାଇପାରେ। ତେଣୁ ଠିକ ସମୟରେ ବ୍ରେନ୍ ଷ୍ଟ୍ରୋକକୁ ଚିହ୍ନିବା ଦରକାର। ତେବେ କେମିତି ଚିହ୍ନିବେ ବ୍ରେନ୍ ଷ୍ଟ୍ରୋକ୍? ଏହାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଏବିଷୟରେ ଅଧିକ ଜାଣିବା ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ଶୁଭାଂଶୁ ଶେଖର ଜେନାଙ୍କଠାରୁ।