ସହଜରେ ଛାଡ଼ି ପାରିବେ ନିଶା | Dr Suvendu Narayan Mishra on How to Quit Drugs in Odia
About this video
ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା। ବର୍ତ୍ତମାନର ଯୁବପିଢ଼ି ନିଶା କବଳରେ ପଡ଼ି ନିଜ ଜୀବନ ବରବାଦ କରିଦେଉଛନ୍ତି। ତେବେ କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।