Skip to main content

ଝାଡ଼ାରେ ଲାଳ ପଡୁଛି କି? | Mucus in Stool: How to Treat? in Odia | IBS | Dr Gadadhar Panda

Dr Gadadhar Panda11 February 202510:1294K views

About this video

ଝାଡ଼ାରେ ଅଳ୍ପ ମାତ୍ରାରେ ଲାଳ ପଡ଼ିବା ସାଧାରଣ। ହେଲେ ଅଧିକ ମାତ୍ରାରେ ଲାଳ ପଡ଼ିବା ଚିନ୍ତାର କାରଣ ହୋଇପାରେ। ଝାଡ଼ାରେ ଲାଳ ପଡ଼ିବା ସହ ଯଦି ପତଳା ଝାଡ଼ା, ପେଟ କାଟିବା ଏବଂ ଝାଡ଼ାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ, ତା’ହେଲେ ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ, ଏହି ଭିଡିଓରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଝାଡ଼ାରେ ଲାଳ ପଡ଼ିବାର କାରଣ ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା।