ଫାଇବ୍ରୋମାୟାଲଜିଆ କ’ଣ? | Treatment of Fibromyalgia / Fibrositis in Odia | Dr Pradyut Ranjan Bhuyan
About this video
ଫାଇବ୍ରୋମାୟାଲଜିଆ ଏକ ପ୍ରକାର ସମସ୍ୟା, ଯେଉଁଥିରେ ସାରା ଦେହ ହାତ ଯନ୍ତ୍ରଣା ଲାଗି ରହେ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।