ତଳି ଅଣ୍ଟା ବା ହିପ୍‌ରେ ଯନ୍ତ୍ରଣା ହେଉଛି କି? | Hip Pain in Odia | Causes & Treatment | Dr Devasis Sarangi

Dr Devasis Sarangi25 June 202411:566.5K views

About this video

ସାଧାରଣତଃ ହିପ୍‌ ପେନ୍‌ ଆର୍ଥ୍ରାଇଟିସ୍‌, ଭୁଲଶୈଳୀରେ ଶୋଇବା ବା ଆଘାତଲାଗିବା କାରଣରୁ ହୋଇପାରେ।କେତେକ କ୍ଷେତ୍ରରେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡ଼ଙ୍ଗୀଙ୍କ ଠାରୁ ଜାଣିବା।