କୋଭିଡ୍ ବେଳେ ଥାଲାସେମିଆ ରୋଗୀଙ୍କ ଯତ୍ନ । Dr Hemlata Das on Care for Thalassemia Pateints during COVID

Dr Hemlata Das8 May 20219:471.5K views

About this video

କୋଭିଡ୍‌ ବେଳେ ଥାଲାସେମିଆ ରୋଗୀଙ୍କ ସମସ୍ୟା କ’ଣ? ଜଣେ ଥାଲାସେମିଆ ରୋଗୀଙ୍କୁ କୋଭିଡ୍‌-୧୯ ଭୂତାଣୁ ସଂକ୍ରମିତ ହେଲେ କେଉଁ ସବୁ ଜଟିଳତା ଦେଖାଦିଏ? ଏସମସ୍ତ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ବିଶିଷ୍ଟ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ହେମଲତା ଦାସ। ମେ’ ୮ ବିଶ୍ୱ ଥାଲାସେମିଆ ଦିବସ। ଥାଲାସେମିଆର କାରଣ ଓ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। କୋଭିଡ୍ ବେଳେ ଥାଲାସେମିଆ ରୋଗୀଙ୍କ ସମସ୍ୟା ଥାଲାସେମିଆ ରୋଗୀଙ୍କୁ କୋଭିଡ୍ ସଂକ୍ରମଣ କରିଥାଏ କି? ଥାଲାସେମିଆ ରୋଗୀଙ୍କୁ କୋଭିଡ୍ ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଥାଲାସେମିଆ ରୋଗୀ କରୋନା ଟିକା ନେଇପାରିବେ କି? କୋଭିଡ୍ ବେଳେ ଥାଲାସେମିଆ ରୋଗୀଙ୍କ ଯତ୍ନ What is the problem of thalassemia patients during COVID-19? What complications occur when a thalassemia patient is infected with COVID-19? Let's find out what Dr Hemlata Das, Blood Disorder specialist, has to say. May 8 is World Thalassemia Day. The main goal of the day is to raise awareness about the causes and treatment of Thalassemia. Problem of Thalassemia patients during COVID-19 Does COVID affect Thalassemia patients? Complications of Thalassemia patients if they have covid Can a Thalassemia patient take vaccine? Care of Thalassemia patient during COVID-19