ଶିଶୁ ଜନ୍ମ ପରେ କେମିତି ନେବେ ଯତ୍ନ? | Dr Ranjit Kumar Joshi on Newborn Care in Odia
About this video
ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ପ୍ରସବ ପରେ ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ।