ଆଜ୍ମା: କେମିତି ରୋକିବେ? | Asthma: Symptoms & Treatment in Odia | Prof Dr Srikant Kumar Dhar
About this video
ଆଜ୍ମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ। ତେବେ ଆଜ୍ମାକୁ ରୋକିବେ କିପରି? ଆସନ୍ତୁ ବିଶ୍ୱ ଆଜ୍ମା ଦିବସରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା।