ଆଜ୍‌ମା: କେମିତି ରୋକିବେ? | Asthma: Symptoms & Treatment in Odia | Prof Dr Srikant Kumar Dhar

Dr Srikant Kumar Dhar2 May 20238:4160K views

About this video

ଆଜ୍‌ମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ। ତେବେ ଆଜ୍‌ମାକୁ ରୋକିବେ କିପରି? ଆସନ୍ତୁ ବିଶ୍ୱ ଆଜ୍‌ମା ଦିବସରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା।