ହୃଦ୍‌ଘାତ (CAD) କେମିତି ରୋକିବେ? | Coronary Artery Disease (CAD) in Odia | Dr Subhasis Mishra

Dr Subhasis Mishra11 April 202327:1712K views

About this video

ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଧମନୀ ବା ରକ୍ତନଳୀ ସାହାଯ୍ୟରେ ରକ୍ତ ପ୍ରବାହିତ ହୋଇଥାଏ। ସେହି ସବୁ ରକ୍ତ ନଳୀରେ ଚର୍ବି ଜମା ହୋଇଗଲେ, ତାହା ହୃଦ୍‌ଘାତର ମୁଖ୍ୟ କାରଣ ସାଜିଥାଏ। ସେହିପରି ହାର୍ଟର ମାଂସପେଶୀକୁ ଧମନୀ ବାଟ ଦେଇ ରକ୍ତ ପ୍ରବାହିତ ହୋଇଥାଏ, ଯାହାକୁ କରୋନାରି ଆର୍ଟେରି ବୋଲି କୁହାଯାଏ। ଏବଂ ଏହି ଧମନୀରେ ଚର୍ବି ଜମା ହୋଇ ହୃଦ୍‌ଘାତ ହେଲେ, ତା’କୁ କରୋନାରି ଆର୍ଟେରି ରୋଗ ବୋଲି କୁହାଯାଏ। ଆସନ୍ତୁ ସେ ବିଷୟରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା। କୋରୋନାରି ଆର୍ଟେରି ରୋଗ ଥିବା ବ୍ୟକ୍ତି କ’ଣ କରିବେ, କ’ଣ ନାହିଁ? (22: 13)