ରକ୍ତ କର୍କଟକୁ ଚିହ୍ନିବେ କେମିତି? | Blood Cancer / Leukaemia Treatment in Odia | Prof Dr Nalini Pati
About this video
ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍ଲେଟ୍ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା ବ୍ଲଡ୍ କ୍ୟାନ୍ସର ବି ହୋଇପାରେ। ରକ୍ତ କର୍କଟର କାରଣ କ’ଣ? ରକ୍ତ କର୍କଟକୁ ଚିହ୍ନିବେ କିପରି? ଏନେଇ ବିଶିଷ୍ଟ ହେମାଟୋ ଅଙ୍କୋଲୋଜିଷ୍ଟ ପ୍ରଫେସର ଡାକ୍ତର ନଳିନୀ ପତିଙ୍କଠାରୁ ଅଧିକ ଜାଣନ୍ତୁ।