ଡାଏବେଟିସ୍ ରୋଗୀ ମିଠା ଖାଇପାରିବେ କି? | Can People with Diabetes Eat Sweets? in Odia | Swati Mohanty

Swati Mohanty3 August 20223:022.5K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସାଧାରଣତଃ ଡାଏବେଟିସ୍ ବା ସୁଗାର ରୋଗୀଙ୍କୁ ମିଠା ଖାଇବାକୁ ମନା କରାଯାଇଥାଏ। ତେବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି। ସତରେ କ’ଣ ଡାଏବେଟିସ୍ ରୋଗୀ ମିଠା ଖାଇପାରିବେ ନାହିଁ? ଏହାର ଉତ୍ତର ଦେଉଛନ୍ତି ଡାଏଟିସିଆନ୍ ସ୍ଵାତୀ ମହାନ୍ତି, ଆସନ୍ତୁ ଜାଣିବା। Patients with diabetes are generally asked not to consume sweets. However, many have questions about it. Can a diabetic eat sweets? Let’s know more from Swati Mohanty, a Dietician.