ପଲମୋନାରି ଫାଇବ୍ରୋସିସ୍: କାହିଁକି ହୁଏ?| Pulmonary Fibrosis/ Lung Fibrosis, Odia | Dr Sarat Kumar Behera
About this video
ପଲମୋନାରି ଫାଇବ୍ରୋସିସ୍ ହେଉଛି ଫୁସ୍ଫୁସ୍ ଜନିତ ସମସ୍ୟା। ଯେଉଁଥିରେ ଫୁସ୍ଫୁସ୍ର ମାଂସପେଶୀ ଟାଣ ହୋଇଯାଏ। ଫଳରେ ଧଇଁସଇଁ ଲାଗିବା, ଅଳ୍ପ କାର୍ଯ୍ୟ କଲେ ଥକିଯିବା ଭଳି ଲକ୍ଷଣ ଦେଖାଦିଏ। ଆସନ୍ତୁ, ବିଶିଷ୍ଟ ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରା କ’ଣ କହୁଛନ୍ତି, ଜାଣିବା।