Skip to main content

ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ କରନ୍ତୁ ଏହି ବ୍ୟାୟାମ | Exercises for Knee Pain in Odia | Rashmita Pandab

Rashmita Pandab15 September 20263:16638 views

About this video

ବୟସ ବଢିବା ସହ ଅନେକଙ୍କଠାରେ ଆଣ୍ଠୁଗଣ୍ଠି ବ୍ୟଥା, ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ଭଳି ରୋଗ ଦେଖାଦିଏ। ତେବେ ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ଏବଂ ଆଣ୍ଠୁ ପ୍ରତିରୋପଣ ପରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ଭଳି ବ୍ୟାୟାମ ବା ଫିଜିଓଥେରାପି କଲେ ଆଣ୍ଠୁଗଣ୍ଠି ବିନ୍ଧା ଭଲ ହେବ, ଆସନ୍ତୁ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବଙ୍କଠାରୁ ଜାଣିବା। ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ କରନ୍ତୁ ଏହି ବ୍ୟାୟାମ Knee Pain can make everyday activities such as walking, climbing stairs, or sitting difficult. The right exercises can help strengthen the muscles around the knee, improve flexibility, and support better joint function. What exercises can help to relieve Knee Pain? Let’s learn more from Rashmita Pandab, a Physiotherapist. What exercises can help to relieve Knee Pain? in Odia