ବ୍ରଣ ସମସ୍ୟାକୁ ନେଇ ଚିନ୍ତିତି କି? | Acne/ Pimple (Brana) Care in Odia | Dr Diptiranjani Bisoyi

Dr Diptiranjani Bisoyi13 September 202215:3360K views

About this video

ପୁରୁଷ ହୁଅନ୍ତୁ ବା ମହିଳା, ଯେକୌଣସି ବୟସରେ ମୁହଁରେ ବ୍ରଣ ହୋଇପାରେ। ଏହାର କାରଣ ମଧ୍ୟ ଭିନ୍ନ ଭିନ୍ନ। ତେବେ ବ୍ରଣ କେମିତି ଭଲ ହେବ? ଏନେଇ ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।