ବାରମ୍ବାର ଛାନିଆ ଲାଗୁଛି କି? | Dr Satyakam Mohapatra on Panic Attack in Odia | Causes & Treatment

Dr Satyakam Mohapatra16 April 202112:20111K views

About this video

ବାରମ୍ବାର ଛାନିଆ ଲାଗିବା ଏକ ପ୍ରକାରର ମାନସିକ ସମସ୍ୟା। ତେବେ କେମିତି ଏହି ସମସ୍ୟାରୁ ରକ୍ଷା ପାଇବା? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା।