କ୍ୟାନ୍ସର ରୋଗୀ ନେଇପାରିବେ କି କୋଭିଡ୍ ଟିକା? | Odia Vaccine Fact Check – Dr Subhasis Mishra
About this video
ଜଣେ କ୍ୟାନ୍ସର ରୋଗୀ, ଯିଏକି କେମୋଥେରାପି ଅଥବା ରେଡିଓଥେରାପି ନେଉଥିବେ ଏବଂ ଜଣେ କ୍ୟାନ୍ସରକୁ ହରାଇ ସେଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତି କୋଭିଡ୍-୧୯ ଟିକା ନେଇପାରିବେ କି? ଏନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁଭାଶିଷ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Can a cancer patient who is undergoing chemotherapy or radiotherapy and a person who has recently recovered from cancer get the covid-19 vaccine? Let's see what Dr Subhasis Mishra, a radiation oncologist says.