କେମିତି ବଢ଼ାଇବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି | Dr Jyoti Ranjan Parida on Boosting of Immunity in Odia

Dr Jyoti Ranjan Parida3 May 202011:27263K views

About this video

ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ଅର୍ଥାତ୍‌, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କମ୍‌ ସେମାନଙ୍କୁ ଟିକେ ଟିକେ କଥାରେ ସଂକ୍ରମଣ ହୋଇପାରେ। ବର୍ତ୍ତମାନର କରୋନା ଭୂତାଣୁ ସଂକ୍ରମଣ ବେଳେ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ ଏହି ନୂଆ ଭୂତାଣୁ ସହ ଲଢ଼େଇ ବେଳେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହିଁ ବଡ଼ କାମରେ ଆସିବ। ରୋଗ ପ୍ରତିରୋଧକ ଶକ୍ତି କ’ଣ ଏବଂ ଏହା କେମିତି ବୃଦ୍ଧି ପାଇବ ସେ ବାବଦରେ ଆସନ୍ତୁ ଜାଣିବା ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଶେଷଜ୍ଞ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି। - ରୋଗ ପ୍ରତିରୋଧକ ଶକ୍ତି କ'ଣ? - ଶରୀରରେ ପ୍ରତିରୋଧକ ଶକ୍ତି କମିବାର ଲକ୍ଷଣ? - କେମିତି ବଢ଼ାଇବା ରୋଗ ପ୍ରତିରୋଧକ ଶକ୍ତି? In the human body Immunity or immune power plays a vital role in fighting against any kind of infection. So, with adequate immune power, we keep ourselves away from many diseases and stay fit and healthy. Dr Jyoti Ranjan Parida, an expert from the field of Immunology and Rheumatology, talks in Odia language on the reasons behind low immune rate and advises on how to keep the bar up. - What is the immune system? - Symptoms of a deficiency in the body? - How to increase immunity?