କିଡ୍‌ନି ଜନିତ ସମସ୍ୟା ସହ ଜଡ଼ିତ ଥିବା ଭ୍ରାନ୍ତଧାରଣା | Kidney Disease Myth Buster | Dr Sukant Kishore Das

Dr Sukant Kishore Das15 March 20244:324.0K views

About this video

କିଡ୍‌ନି ଜନିତ ସମସ୍ୟାକୁ ନେଇ ଲୋକଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଦାସଙ୍କଠାରୁ ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା। ବିଶ୍ୱ କିଡ୍‌ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତ କାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି। Kidneys are vital organs that play a crucial role in filtering waste and excess fluids from our blood. Despite their importance, there are many misconceptions and myths surrounding kidney disease. Let's know more about the facts of Kidney disease & debunk the myths & misconception from Dr Sukant Kishore Das, a Nephrologist. On the eve of World Kidney Day, IFI Foundation in association with OdishaLIVE & Swasthya Plus Network presents a public health awareness campaign 'Sustha Kidney- Sustha Sharira: 'Healthy Kidney for a Healthy Body from March 13-15, 2024. Let's prioritize Kidney Health for a Healthy Life!