ଟେନସନ୍ ମୁଣ୍ଡ ବିନ୍ଧା: ଲକ୍ଷଣ ଓ ଚିକିତ୍ସା | Tension Headache (TTH) in Odia | Dr Sushant Kumar Khilar

Dr Sushant Kumar Khilar6 October 202312:434.7K views

About this video

ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମାନସିକ ଚାପ ବା ଟେନସନ୍ ଯୋଗୁ ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଜୀବନରେ ଅନୁଭବ କରିଥାଆନ୍ତି। ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା କାହିଁକି ହୁଏ? ଏହାର ଲକ୍ଷଣ ସବୁ କ’ଣ? ନ୍ୟୁରୋଲୋଜିଷ୍ଟ ସୁଶାନ୍ତ କୁମାର ଖିଲାରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକା ଜାଣିବା।