ଗର୍ଭାବସ୍ଥାରେ ଉଚ୍ଚ-ରକ୍ତଚାପ: କ’ଣ କରିବେ?| Preeclampsia in Odia| Gestational Hypertension | Dr Leena Das

Dr Leena Das4 February 20256:562.0K views

About this video

ଗର୍ଭାବସ୍ଥାରେ ରକ୍ତଚାପ ବଢ଼ିବାକୁ ପ୍ରିଏକ୍ଲାମ୍ପସିଆ କୁହାଯାଏ। ପ୍ରିଏକ୍ଲାମ୍ପସିଆ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ। ଏହାର କାରଣ କ’ଣ ଏବଂ ଗର୍ଭାବସ୍ଥାରେ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବା, ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଅଧିକ ଜାଣିବା।