କାହିଁକି ହୁଏ ରୁମାଟଏଡ୍ ଆର୍ଥ୍ରାଇଟିସ୍? | Dr Pradeepta Sekhar Patro on Rheumatoid Arthritis in Odia

Dr Pradeepta Sekhar Patro13 November 20209:0140K views

About this video

ବର୍ତ୍ତମାନ ସମୟରେ ମଧ୍ୟ ବୟସ୍କ ମହିଳାମାନଙ୍କଠାରେ ରୁମାଟଏଡ୍ ଆର୍ଥ୍ରାଇଟିସ୍ ଅଧିକ ପରିମାଣରେ ଦେଖାଦେଉଛି। ଫଳରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ। ତେବେ ଜାଣନ୍ତୁ କାହିଁକି ହୁଏ ରୁମାଟଏଡ୍ ଆର୍ଥ୍ରାଇଟିସ୍? ଭିଡିଓଟିକୁ ସେୟାର କରିବାକୁ ଭୁଲନ୍ତୁ ନାହିଁ। ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା ରୁମାଟଏଡ୍ ଆର୍ଥ୍ରାଇଟିସର କାରଣ, ଲକ୍ଷଣ ଓ ଚିକିତ୍ସା। ଏହି ଭିଡିଓରେ ରହିଛି,