ତ୍ୱଚାରୁ କଳା ଦାଗ କେମିତି ଯିବ? । Dr Diptiranjani Bisoyi on How to get rid of Black Spots in Odia

Dr Diptiranjani Bisoyi16 June 202116:06205K views

About this video

ବର୍ତ୍ତମାନର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ସୂର୍ଯ୍ୟକିରଣରେ ବିନା ସନ୍‌ସ୍କ୍ରିନ୍‌ରେ ବାହାରିବା ହେତୁ ମୁହଁରେ କଳାଦାଗ, ମେଲାଜ୍‌ମା ଭଳି ବିଭିନ୍ନ ଦାଗ ବାହାରିଥାଏ। ତେବେ ମୁହଁରୁ କଳାଦାଗ ଯିବ କେମିତି? ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।