ପିଲାଙ୍କର ପରିସ୍ରା ପୋଡ଼ା: କେମିତି ଭଲ ହେବ? | Urine Infection in Children, in Odia | Dr Bijayalakshmi Jena
About this video
ସାଧାରଣତଃ ପିଲାଙ୍କଠାରେ ପରିସ୍ରା ପୋଡ଼ା ବା ୟୁରିନ୍ ଇନ୍ଫେକ୍ସନ୍ ହେଲେ ବାପା ମା’ମାନେ ଜାଣିପାରନ୍ତି ନାହିଁ ଏବଂ ଏହାର ଚିକିତ୍ସା କରିବାରେ ଡେରି ହୋଇଯାଏ। ଏହା ଦ୍ଵାରା ଶିଶୁ ଅନ୍ୟାନ୍ୟ ଜଟିଳତା ଭୋଗିଥାଏ। ପିଲାଙ୍କଠାରେ ୟୁରିନ୍ ଇନ୍ଫେକ୍ସନ୍କୁ ଚିହ୍ନିବେ କିପରି? ଆସନ୍ତୁ ଜାଣିବା ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ, ଏହି ଭିଡିଓରେ।