ଲିଭରକୁ କେମିତି ରଖିବେ ସୁସ୍ଥ? | Dr Manoj Kumar Sahu on How to keep Liver Healthy in Odia
About this video
ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ କିମ୍ବା ମେଡିସିନ୍, ଆମେ ଯାହା ବି ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ। ଲିଭର ପ୍ରୋଟିନ୍ ତିଆରି କରେ। ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଲିଭର ତିଆରି କରିଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର। ତେବେ ଲିଭର ସୁସ୍ଥ ରହିବ କେମିତି? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ କ’ଣ ରହିଛି ଉପଦେଶ ଆସନ୍ତୁ ଜାଣିବା।