ଡାଏବେଟିସ୍‌: କାହିଁକି ବଢୁଛି? | Diabetes: Causes & Risk Factor in Odia | Dr Sudhir Patnaik

Dr Sudhir Patnaik14 November 20236:5316K views

About this video

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ଯୋଗୁଁ ଡାଏବେଟିସ୍ ଏବେଘରେ ଘରେ ବଢ଼ିଚାଲିଛି ଏବଂ ଡାଏବେଟିସ୍‌ ବିଭିନ୍ନ ଦୂରାରୋଗ୍ୟର କାରଣ। ତେଣୁ ଡାଏବେଟିସ୍‌ର ପରିଚାଳନା କରିବା ନିହାତି ଜରୁରୀ। ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କ ଠାରୁ ଜାଣିବା ଡାଏବେଟିସ୍‌ କାହିଁକି ବଢୁଛି ଓ ଏହାର ପରିଚାଳନା କିପରି କରିବା।