ଗର୍ଭାବସ୍ଥାରେ ଯତ୍ନ କିପରି ନେବେ? | Dr Jaya Prakash Pani on Pregnancy Care in Odia
About this video
ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ତେବେ, ଜଣେ ଗର୍ଭବତୀ ମହିଳା କେମିତି ନିଜର ଯତ୍ନ ନେବେ? ଗର୍ଭାବସ୍ଥାରେ କ’ଣ ଖାଇବେ କ’ଣ ନାହିଁ। ଏହାସହ ଗର୍ଭାବସ୍ଥାରେ କେଉଁ କେଉଁ ପରୀକ୍ଷା କରିବା ଆବଶ୍ୟକ। ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।