ବର୍ଷା ଦିନେ ତ୍ୱଚାର ଯତ୍ନ କିପରି ନେବେ? | Monsoon Skin Care, in Odia | Dr Debasmita Behera

Dr Debasmita Behera11 July 20236:422.8K views

About this video

ସାଧାରଣତଃ ବର୍ଷାଦିନେ ଜଳବାୟୁ ଆଦ୍ର ଥାଏ, ଫଳରେ ରୁପି ହେବା, କେଶ ଝଡ଼ିବା, ଫଙ୍ଗାଲ ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ହୋଇଥାଏ। ତେବେ ଏସବୁ ସମସ୍ୟାର କ’ଣ ରହିଛି ଚିକିତ୍ସା? ବର୍ଷା ଦିନେ ତ୍ୱଚାରେ ଯତ୍ନ କିପରି ନେବେ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।