Skip to main content

ମଦ ନ ପିଇ ବି ହେଉଛି ଲିଭର ଖରାପ?|Non-Alcoholic Fatty Liver in Odia|Causes & Symptoms | Dr Anshuman Singh

Dr Anshuman Singh23 May 20269:27660 views

About this video

ଲିଭରରେ ଅତ୍ୟଧିକ ଚର୍ବି ଜମା ହେଲେ ଫ୍ୟାଟି ଲିଭର ହୋଇଥାଏ। ଏହା ମୁଖ୍ୟତଃ ଦୁଇ ପ୍ରକାରର ମଦ୍ୟପାନ ଯୋଗୁଁ ହେଉଥିବା ଫ୍ୟାଟି ଲିଭର ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଯେପରିକି ଜୀବନଶୈଳୀ (ମୋଟାପଣ, ଡାଏବେଟିସ୍, ଖରାପ ଖାଦ୍ୟାଭାସ) ନନ-ଆଲକୋହଲିକ୍ ଫ୍ୟାଟି ଲିଭର। ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଏବଂ ହେପାଟୋଲୋଜିଷ୍ଟ ଡାକ୍ତର ଅଂଶୁମାନ ସିଂଙ୍କଠାରୁ ନନ-ଆଲକୋହଲିକ୍ ଫ୍ୟାଟି ଲିଭର ବିଷୟରେ ଅଧିକ ଜାଣିବା।