ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଛି କି? | High Cholesterol in Odia | Dr Subhasis Mishra

Dr Subhasis Mishra14 March 20238:22132K views

About this video

କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍‌ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ସେହିପରି ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ଏହା ହୃଦ୍‌ ରୋଗର କାରଣ ପାଲଟିଯାଏ। ତେଣୁ ସବୁ ଦିଗରୁ ସତର୍କ ରହିବା ଆବଶ୍ୟକ। ତେବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କିପରି ରଖିବେ? ଯଦି ଜଣଙ୍କର ଖରାପ କୋଲେଷ୍ଟ୍ରୋଲ ବଢ଼ିଯାଇଛି, ତାକୁ କମାଇବେ କିପରି? ଆସନ୍ତୁ ସେ ବିଷୟରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା।