Short

କାନରେ ପାଣି ପଶିଲେ କ’ଣ କରିବେ ନାହିଁ? | Don'ts for Getting Water Out of Ears | Dr Diptiman Baliarsingh

Dr Diptiman Baliarsingh19 December 20220:316.2K viewsOdia

About this short

ସାଧାରଣତଃ ଗାଧୋଇବା ବେଳେ, ପହଁରିବା ବେଳେ କାନରେ ପାଣି ପଶିଯିବା ଏକ ସାଧାରଣ କଥା। ହେଲେ ସବୁବେଳେ କାନରେ ପାଣି ପଶିଲେ କାନ ପଚିବା, କାନରେ ଅନ୍ୟାନ୍ୟ ସମସ୍ୟା ହେବାର ସମ୍ଭାବନା ଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ କାନରେ ପାଣି ପଶିଗଲେ କାନରେ ବିଭିନ୍ନ ସମସ୍ୟା ହୋଇପାରେ। ତେବେ କାନରେ ପାଣି ପଶିଗଲେ କ’ଣ କରିବେ ନାହିଁ? ଏନେଇ ବିଶିଷ୍ଟ କର୍ଣ୍ଣ ନାଶା ତଥା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Do your ears ever feel clogged? Often water gets into the ear while taking a bath. But sometimes it becomes very difficult to remove water from the ear, due to which there is also a fear of infections. Let's know more from Dr Diptiman Baliarsingh, ENT Specialist.