Short
ହାର୍ନିଆ ସର୍ଜରି ହୋଇଥିଲେ କୋଭିଡ୍ ଟିକା ନେବା ସୁରକ୍ଷିତ କି? | Odia Vaccine Fact – Dr Lalatendu Mahapatra
About this short
ହାର୍ନିଆ ଅପରେସନ୍ ହୋଇଥିଲେ କୋଭିଡ୍ ଭ୍ୟାକ୍ସିନ୍ ନେଇ ହେବ କି? ଏନେଇ ବିଶିଷ୍ଟ ଲାପାରୋସ୍କୋପିକ୍ ଏବଂ ବାରିଆଟ୍ରିକ୍ ସର୍ଜନ ଡାକ୍ତର ଲଲାତେନ୍ଦୁ ମହାପାତ୍ କ’ଣ କହିଛନ୍ତି, ଜାଣନ୍ତୁ। Can a patient who undergoes Hernia surgery be vaccinated? Let's find out what Dr Lalatendu Mahapatra, a laparoscopic and bariatric surgeon, has to say.