Short

ଡାଏବେଟିସ୍‌ ରୋଗୀ କେଉଁ ଫଳ ଖାଇବେ? | Dr Sambit Das | #Shorts

Dr Sambit Das5 April 20220:5387K viewsOdia

About this short

ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ଜଟିଳ ସମସ୍ୟା। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ଏଥିରେ ପୀଡିତ ବ୍ୟକ୍ତିଙ୍କ ମନରେ ଏହି ଆଶଙ୍କାଟି ଥାଏ କି ସେମାନେ ଫଳ ଖାଇ ପାରିବେ କି ନାହିଁ । ଏନେଇ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Diabetes is a serious problem nowadays. One in six people in India suffer from diabetes. Whether a diabetic person should take fruits or not? Let’s know from Dr Sambit Das, a Diabetologist & Endocrinologist.