Skip to main content

Short

ସୁରଜର ଜନ୍ମଦିନ - କ'ଣ ଉପହାର ଆଣିଛି ମିନି? | Odia Short Video | What is Mini's Gift?

Swasthya Plus Network6 February 20221:558.2K viewsOdia

About this short

ଏହି ଭିଡିଓରେ ମିନି ତାଙ୍କ ସମ୍ପର୍କୀୟ ସୁରଜଙ୍କ ଜନ୍ମଦିନ ପାଇଁ ଏକ ଉପହାର ଆଣିଛନ୍ତି, କିନ୍ତୁ ଏହି ଉପହାରଟି କ’ଣ? ଏହା ଏକ ଖେଳନା କି ଜୀବନ ପାଇଁ ଏକ ବାର୍ତ୍ତା? ଆସନ୍ତୁ ଜାଣିବା! ଭିଡିଓଟିକୁ ଲାଇକ୍ ଓ ସେୟାର୍ କରନ୍ତୁ, ଏବଂ ଭିଡିଓକୁ ନେଇ ଆପଣ କ’ଣ ଭାବୁଛନ୍ତି ଆମକୁ କେମଣ୍ଟ କରି ଜଣାନ୍ତୁ। ଏହି ଭିଡିଓଟି ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କ ଦ୍ଵାରା ନିର୍ମିତ ହୋଇଥିବା ବେଳେ ଏଥିରେ ସହଯୋଗ କରିଛନ୍ତି DCOR କନସଲ୍ଟିଂ, ଜନ୍ ହପକିନ୍ସ ବିଶ୍ଵବିଦ୍ୟାଳୟ, ଲୟୋଲା ବିଶ୍ଵବିଦ୍ୟାଳୟ, ମେରିଲ୍ୟାଣ୍ଡ। ଏହାର ପ୍ରଡକ୍ସନ୍ ପାର୍ଟନର ହେଉଛି ଓଏଲ୍ ଡିଜିଟାଲ୍। ଚଳଚ୍ଚିତ୍ର ନିର୍ମାତା କପିଳାସ ଭୂୟାଁ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। In this video, Mini has got a gift for her dear cousin Suraj's birthday, but what is it? Is it a shiny toy or a message for life? Let's find out! Like & share the video, and let us know what you think in the comments below! This video is produced by Swasthya Plus Network, with support from DCOR Consulting, Johns Hopkins University, Loyola University Maryland, and production partner OL Digital. The video is directed by Filmmaker Kapilas Bhuyan.