Short
ଏସିଡିଟିରୁ ମୁକ୍ତି ପାଇଁ ଟିପ୍ସ | Tips to Get Relief from Acidity in Odia | Dr Shakti Prasad Choudhury
About this short
ଖାଦ୍ୟପେୟରେ ଅନିୟମିତତା, ଖାଦ୍ୟ ଠିକ୍ ଭାବରେ ହଜମ ନ ହେବା, ବିଳମ୍ବିତ ରାତିରେ ଭୋଜନ କରିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ତେଲ ମସଲା ଓ ଛଣାଛଣି ଖାଦ୍ୟ ଖାଇବା ଯୋଗୁଁ ଆଜିକାଲି ଅଧିକାଂଶ ଲୋକଙ୍କର ଗ୍ୟାସ୍ ସମସ୍ୟା ସୃଷ୍ଟି ହେଉଛି। ତେବେ ଗ୍ୟାସ୍ କେମିତି ଭଲ ହେବ? ଏନେଇ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Many people are facing gas & acidity problems these days due to dietary irregularities, lack of proper digestion of food, late night meals, lack of physical exertion, and eating oily and spicy food. What is the treatment of Gas and Acidity Problems? Let's find out from Dr Shakti Prasad Choudhury, a Gastroenterologist.