Short
ସୁସ୍ଥ ହାର୍ଟ ପାଇଁ ଡାଏଟ୍ | Diet for Healthy Heart in Odia | Dr Subhasis Mishra | #Shorts
About this short
ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? ନିଜ ହାର୍ଟକୁ କେମିତି ରଖିବେ ସୁସ୍ଥ? ସୁସ୍ଥ ହାର୍ଟ ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ କେମିତି ହେବା ଦରାକର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁବାଶିଷ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। How do you know if your heart is healthy or not? How to keep your heart healthy? What should be the diet and lifestyle for a healthy heart? Let's find out more from Dr Subhasis Mishra, a Cardiologist