Short
ମୋଟା ହେବା ପାଇଁ ପ୍ରୋଟିନ୍ ପାଉଡର କେତେ ଠିକ୍? | Dr Sunita Sahoo | #Shorts
About this short
ଯେମିତି କେତେକ ଲୋକ ଓଜନ କମାଇବାକୁ ନେଇ ଚିନ୍ତିତ ଥାଆନ୍ତି, ସେମିତି କେତେକ ଲୋକ ଓଜନ ବୃଦ୍ଧି କରିବା ପାଇଁ ମଧ୍ୟ ଚିନ୍ତିତ ଥାଆନ୍ତି| ଅନେକ ଲୋକ ଭାବନ୍ତି ଯେ ପ୍ରୋଟିନ୍ ପାଉଡର ଖାଇବା ଦ୍ୱାରା ଓଜନ ବଢେ| ଏହା କେତେ ଦୂର ସତ, ଆସନ୍ତୁ ଜାଣିବା ଡାଏଟିସିଆନ୍ ସୁନୀତା ସାହୁଙ୍କ ଠାରୁ| Many people think that it's easier to gain weight by consuming Protein Powder, how far is it true, let's know from Dr Sunita Sahoo, a Dietician.