Short

ଓଭାରିନ୍ ସିଷ୍ଟ ବନ୍ଧ୍ୟାଦୋଷର କାରଣ! | Dr Alakta Das | #shorts

Dr Alakta Das10 April 20220:514.0K viewsOdia

About this short

ଓଭାରିଆନ୍‌ ସିଷ୍ଟ କହିଲେ ଅଣ୍ଡକୋଷରେ ଏକ ପରଳ ଜମା ହୋଇଯିବାକୁ ବୁଝାଏ। ସରଳ ଭାଷାରେ କହିବାକୁ ଗଲେ ଅଣ୍ଡକୋଷରେ ଛୋଟ ଛୋଟ ପିଣ୍ଡୁଳା ଆକାରର ମାଂସ ଜମାଟ ବାନ୍ଧି ଯାଇଥାଏ। ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ତେବେ ବହୁ ମହିଳାଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ଓଭାରିଆନ୍‌ ସିଷ୍ଟ ବନ୍ଧ୍ୟାଦୋଷର କାରଣ କି,ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। Ovarian cysts are fluid-filled sacs in the ovary. They are common and usually form during ovulation. If they're large, you may feel either a dull or sharp pain on one side of your pelvis or abdomen. Women often think that, they can't get pregnant after having Ovarian cysts, Let's know more from Dr Alakta Das, a Gynaecologist.