Short

ଡାଏବେଟିସ୍‌କୁ ନିୟନ୍ତ୍ରଣ କେମିତି କରିବେ? | How to Control Diabetes? in Odia | Dr Dhiraj Kumar Panda

Dr Dhiraj Kumar Panda20 March 20230:5619K viewsOdia

About this short

ମଧୁମେହ ବା ଡାଏବେଟିସ୍‌ ଏବେ ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି। ଏହାକୁ ନିୟନ୍ତ୍ରଣ କରିବାର ରାସ୍ତା ହେଉଛି ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଧୀରଜ କୁମାର ପଣ୍ଡାଙ୍କଠାରୁ ଡାଏବେଟିସ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା। Diabetes invites many diseases. Diabetes can also cause high blood pressure and heart attack. How to control Diabetes? How is Diabetes diagnosed? Let's know more from Dr Dhiraj Kumar Panda, a Diabetologist.