Short
କ୍ୟାନ୍ସର ରୋଗୀ ନେଇପାରିବେ କି କୋଭିଡ୍ ଭ୍ୟାକ୍ସିନ୍? | Vaccine Fact Check - Dr Suman Das
About this short
କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ତଥା କେମୋଥେରାପି ନେଉଥିବା କ୍ୟାନ୍ସର ରୋଗୀ କୋଭିଡ୍-୧୯ ଟିକା ନେଇପାରିବେ କି? ଏନେଇ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Can a cancer patient and a person who is undergoing chemotherapy or radiotherapy be vaccinated with COVID-19 vaccine? Let's find out what Dr Suman Das, a Radiation Oncologist, has to say.