Skip to main content

Short

ହଳଦିଆ ପରିସ୍ରା କିଡ୍‌ନି ରୋଗର ଲକ୍ଷଣ କି? | Dr. Nisith Ku Mohanty, Apollo Hospitals

Dr Nisith Ku Mohanty12 March 20200:593.0K viewsOdia

About this short

L I K E || S H A R E || S U B S C R I B E ବିଶ୍ୱ କିଡନି ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍‌ସ ଭୁବନେଶ୍ୱରର କିଡନି ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ମହାନ୍ତିଙ୍କ ସହ 'ସ୍ୱାସ୍ଥ୍ୟ ପ୍ଲସ୍‌'ର ସ୍ୱତନ୍ତ୍ର ସାକ୍ଷାତକାର। କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବିଶ୍ୱ କିଡନି ଦିବସରେ ସୁସ୍ଥ କିଡନି ସଚେତନତା ପାଇଁ 'ସ୍ୱାସ୍ଥ୍ୟ ପ୍ଲସ୍‌' ପକ୍ଷରୁ 'ମୋ କିଡନି' ଅଭିଯାନ। କିଡନି ରୋଗର କାରଣ, ଲକ୍ଷଣ, ଚିକିତ୍ସା ସମ୍ପର୍କରେ ଆସନ୍ତୁ ଜାଣିବା। ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha brings stories and tips in text and video format on health, hygiene, nutrition and lifestyle.