Short

ପିରିୟଡ୍‌ସ ବେଳେ COVID ଟିକା ନେବା କେତେ ସୁରକ୍ଷିତ? । Odia Vaccine Fact Check – Dr Alakta Das

Dr Alakta Das13 July 20210:384.4K viewsOdia

About this short

କୋଭିଡ୍‌ ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଅନେକ ଗୁଜବ ତଥା ଅପପ୍ରଚାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ପିରିୟଡ୍‌ସ ଚାଲିଥିବା ସମୟରେ କୋଭିଡ୍‌ ଟିକା ନେଲେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସ କ’ଣ ପରାମର୍ଶ ଦେଉଛନ୍ତି, ଜାଣନ୍ତୁ। COVID Vaccination drive is going on across the country to fight against COVID infection, but there are many things related to vaccine and vaccination, about which people have different views. So let's know Can women take the COVID-19 vaccine during their periods by Dr Alakta Das, a Gynaecologist.