Short
ମହିଳାମାନେ ପିରିୟଡସ ବେଳେ କୋଭିଡ୍ ଟିକା ନେଇପାରିବେ | Dr Jayanta Panda | COVID Myth Buster #SwasthyaFact
Dr Jayanta Panda28 June 20210:5512K viewsOdia
About this short
କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ନେବା ନିହାତି ଆବଶ୍ୟକ। ହେଲେ ଏହି କୋଭିଡ୍ ଟିକାକୁ ନେଇ ଆମ ସମାଜରେ ବିଭିନ୍ନ ଗୁଜବ, ମିଥ୍ୟା କଥା ପ୍ରଚାରିତ ହେଉଛି। ଆପଣଙ୍କ ପାଖରେ ସତ ପହଞ୍ଚାଇବା ପାଇଁ ଆମର ଏହି ପ୍ରୟାସ ‘ସ୍ଵାସ୍ଥ୍ୟ ଫ୍ୟାକ୍ଟ୍’। ‘ସ୍ଵାସ୍ଥ୍ୟ ଫ୍ୟାକ୍ଟ୍’ ଜରିଆରେ ଡାକ୍ତରଙ୍କ ମୁହଁରୁ ଜାଣିବା କେଉଁଟି ଠିକ୍, କେଉଁଟି ଭୁଲ। ଗୁଜବରେ ବିଶ୍ଵାସ କରିବା ନାହିଁ। ଟିକା ନେବା, ନିଜକୁ ଏବଂ ନିଜ ପରିବାରକୁ କୋଭିଡ୍ ଦାଉରୁ ସୁରକ୍ଷିତ ରଖିବା।